ଗୋରଖନାଥ ମନ୍ଦିର ଆକ୍ରମଣ ସଂପର୍କରେ ଗୁଇନ୍ଦା ବିଭାଗ ମାର୍ଚ୍ଚ ୩୧ରେ ସତର୍କ କରାଇଦେଇଥିଲା

ଗୋରଖପୁର : ଗୋରଖପୁରର ପ୍ରସିଦ୍ଧ ଗୋରଖନାଥ ମନ୍ଦିର ଉପରେ ଗତ ରବିବାର ହୋଇଥିବା ଆକ୍ରମଣ ପଛରେ ଆତଙ୍କବାଦୀ ଲିଙ୍କ୍ ଥିବା ଉତ୍ତରପ୍ରଦେଶ ପୁଲିସ ସଂଦେହ କରୁଛି। ତେବେ ଏହି ଆକ୍ରମଣ ସଂପର୍କରେ ଗୁଇନ୍ଦା ଏଜେନ୍ସି ଗୁଡ଼ିକ ପୂର୍ବରୁ ସତର୍କ କରାଇଦେଇଥିଲେ । ଗତ ମାର୍ଚ୍ଚ ୩୧ ତାରିଖରେ ଗୁଇନ୍ଦା ଏଜେନ୍ସି ଗୁଡ଼ିକ ଗୋରଖନାଥ ମନ୍ଦିର ଉପରେ ଆକ୍ରମଣ ଆଶଙ୍କା ନେଇ ଉତ୍ତରପ୍ରଦେଶ ପୁଲିସକୁ ନିର୍ଦ୍ଦିଷ୍ଟଭାବେ ସୂଚୀତ କରିଥିଲେ। ମାର୍ଚ୍ଚ ୩୧ରେ … Continue reading ଗୋରଖନାଥ ମନ୍ଦିର ଆକ୍ରମଣ ସଂପର୍କରେ ଗୁଇନ୍ଦା ବିଭାଗ ମାର୍ଚ୍ଚ ୩୧ରେ ସତର୍କ କରାଇଦେଇଥିଲା